Candid Moments with People : Surendra Swain


Surendra Swain is Politician/ Social worker from Ghantiapalli, Balipal. He was the former Sarapanch & Panchyat Samit Member of Balipal Gram Panchayat belongs to Mahakalpara Block under Kendrapara District , Odisha, India 


Here Some Photo Story   


* ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ବଳିପାଳ ପଞ୍ଚାୟତର ବାଲିସାହି ଗ୍ରାମର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମର ଉଦଘାଟନ କରିବା ଅବସରରେ ଉପସ୍ଥିତ ବିଧାୟକ ଶ୍ରୀଯୁକ୍ତ ଅତନୁ ସବ୍ୟସାଚୀ ନାୟକଙ୍କୁ ଅଭିନବ ସ୍ବାଗତ। 
People of Balisahi, Balipal Panchayat welcomes Mr Atanu Sabya Sachi Nayak for inaugurates several developmental works for their village.

* ବାତ୍ୟା ବୁଲବୁଲ ର କ୍ଷୟକ୍ଷତିର ଆକଳନ ଏବଂ ଅନୁଧ୍ୟାନ କରିବା ପାଇଁ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଅତନୁ ସବ୍ୟସାଚୀ ନାୟକଙ୍କ ସହ ସୁରେନ୍ଦ୍ର ସ୍ବାଇଁ ଏବଂ ବହୁ ବରିଷ୍ଠ ବିଜେଡି ନେତା ବିଭିନ୍ନ ପଞ୍ଚାୟତ ବୁଲି ବୁଲି ସେମାନଙ୍କର ଅସୁବିଧା ଏବଂ କ୍ଷୟକ୍ଷତି ବିଷୟରେ ପଚାରି ବୁଝିଥିଲେ ।

BulBul Cyclone Review with Mr, Atanu Sabya Sachi Nayak, Surendra Swain & team of local leaders at several panchayat of Mahakalpara Block.


* ବନ୍ୟା ଯୋଗୁଁ ପ୍ରଭାବିତ ଚାଷବାସ ର ଆକଳନ ପାଇଁ ବଳିପାଳ ପଞ୍ଚାୟତର କିଛି ଚାଷୀ ମାନଙ୍କ ସହ ବଳିପାଳ ପଞ୍ଚାୟତର ସମିତି ସଭ୍ୟ ସୁରେନ୍ଦ୍ର ସ୍ବାଇଁ । 

Flood affected the farming land during 2015-16 and people's are demanding their primary loss in the presence of Surendra Swain P.S Member of Balipal Panchayat.

* ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଅତନୁ ସବ୍ୟସାଚୀ ନାୟକଙ୍କ ବ୍ଲକ ସ୍ଥରିୟ ଦଳିୟ କାର୍ଯ୍ୟକ୍ରମରେ ଉପସ୍ଥିତ ବଳିପାଳ ଗ୍ରାମପଞ୍ଚାୟତର ସମିତି ସଭ୍ୟ ସୁରେନ୍ଦ୍ର ସ୍ବାଇଁ ଏବଂ ଅନ୍ୟ ନେତୃବୃନ୍ଦ ପ୍ରମୁଖ।



* ୨୦୧୯ ସାଧାରଣ ନିର୍ବାଚନରେ ବିିୁଜୁ ଜନତା ଦଳର  ଦଳିୟ ପାର୍ଥି ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଅତନୁ ସବ୍ୟସାଚୀ ନାୟକଙ୍କୁ    ବିପୁଳ ଭୋଟରେ ବିଜୟୀ ପାଇଁ ବଳିପାଳ ଗ୍ରାମପଞ୍ଚାୟତର ବିଜେଡି ଦଳିିୟ କର୍ମିମାନଙ୍କୁ ନେଇ ବଳିପାଳ ଗ୍ରାମପଞ୍ଚାୟତ ଅନ୍ତର୍ଭୁକ୍ତ କଳପଡା ଗ୍ରାମ ର ନିଳକଣ୍ଠଶ୍ଵର ମନ୍ଦିର ପରିସରରେ ଏକ ବିଶାଳ ଜନସଭାର ଆୟୋଜନ କରାଯାଇଥିଲା।  


During 2019








ବଳିପlଳ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଘଣ୍ଟିଆପଲ୍ଲୀ ଗ୍ରାମରେ ମହାକାଳପଡା ର ସୁଖ ଦୁଃଖ ର ସାଥି ତଥା ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଅତନୁ ସବ୍ୟସାଚୀ ନାୟକଙ୍କ ସହିତ ସ୍ଥାନୀୟ ଜିଲ୍ଲାପରିଷଦ ପ୍ରାର୍ଥୀନୀ ନଳିନୀ ପ୍ରଭା ଚୈଧରି, ମହାକାଳପଡ଼ା ବ୍ଲକ ଅଧ୍ୟକ୍ଷା ସସ୍ମିତା ବରାଳ, କବିତା ମଲ୍ଲିକ, ବରିଷ୍ଠ ବିଜେଡି ନେତା ସୁରେନ୍ଦ୍ର ସ୍ବାଇଁ, ଅକ୍ଷୟ ଜେନା, ସଭାପତି ଗୋକୁଳି ଚରଣ ପଣ୍ଡା ଙ୍କ ସହ ସ୍ଥାନୀୟ ସରପଞ୍ଚ ପଞ୍ଚାନନ ସ୍ବାଇଁ , ତପନ ପ୍ରଧାନ ଏବଂ ବହୁ ସ୍ଥାନୀୟ ବିଜେଡି ନେତା ଯୁବନେତା ଉପସ୍ଥିତ ରହି ଘଣ୍ଟିଆପଲ୍ଲୀ ଗ୍ରାମର ମହିଳା ମହାସଂଘ ଘର ର ଶୁଭ ଉଦ୍ଘାଟନ କଲେ ।
#ମହାକାଳପଡ଼ା #ଘଣ୍ଟିଆପଲ୍ଲୀ #ବଳିପାଳ #ବିଜେଡି
Inauguration moment of Mr Atanu Sabya Sachi Nayak & Mr. Surendra Swain, Miss Kabita Mallick at Ghantiapalli


Mr. Surendra Swain appealing to Mr. Atanu Sabya Sachi Nayak for the development of Local tourist place Nilakantheswar Temple, Kalapara, Balipal Panchayat.

BJD party meeting with Mr. Atanu Sabya Sachi Nayak and all the front-line leader of Mahakalpara Block.

*


ମହାକାଳପଡ଼ା ବ୍ଲକରେ ମାନ୍ୟବର ସାଂସଦ ଅନୁଭଵ ମହାନ୍ତି ଏବଂ ବିଧାୟକ ଅତନୁ ସବ୍ୟସାଚୀଙ୍କ ସହ ଉପସ୍ଥିତ ବରିଷ୍ଠ ବିଜେଡି ନେତା ମାନଙ୍କ ସହ ଏକ ଉନ୍ନୟନ ମୂଳକ କାର୍ଯ୍ୟକ୍ରମରେ ଉପସ୍ଥିତ।

Comments