Hanuman Temple, Naranpur, Kendrapara

 

The Tallest Hanuman Statue ( Sitting Mode ) of Kendrapara.

ଜୟ ଶ୍ରୀହନୁମାନ ( ବସିଥିବା ମୃତ୍ତି ) କେନ୍ଦ୍ରାପଡ଼ା ଜିଲ୍ଲାର ମାର୍ଶାଘାଇ ବ୍ଲକ ଅନ୍ତର୍ଗତ କରିଲୋପାଟଣା ଗ୍ରାମ ପଞ୍ଚାୟତ ଅଧୀନ ନରଣପୁର ଗ୍ରାମ ରେ ଅବସ୍ଥିତ ଏହି ଶ୍ରୀହନୁମାନ ମୃତ୍ତି ୬୬ ଫୁଟ ଉଚ୍ଚତା ବିଶିଷ୍ଟ ଏହି କେନ୍ଦ୍ରାପଡ଼ା ଜିଲ୍ଲାର ସବୁଠାରୁ ବଡ଼ ହନୁମାନ ମୃତ୍ତି । 



Comments