ହଁ ମୁଁ କେନ୍ଦ୍ରାପଡ଼ା ସନ୍ ୧୯୯୩- ୦୧ ତାରିଖରେ ମୁଁ ଗଠିତ
ହେଲେ ଜନ୍ମ ମୋର କାହିଁ କେତେ ପୁରାତନ।
ବିଶାଳ ବଙ୍ଗପୋସାଗର କୂଳରେ ମୁଁ ଅବସ୍ଥିତ।
ଶୁଣିବାକୁ ମିଳେ ପ୍ରଭୁ ବଳଭଦ୍ରଙ୍କ କନ୍ଦରାସୁର ବଧରେ ମୁଁ ନାମୀତ
ଗର୍ବ ଆଉ ଗୈାରବ ରେ ଭରା ମୋ'ର ଯେ ଅତୀତ
ନିନ୍ଦା ଅପବାଦ ଆଉ ଅବହେଳିତରେ ବର୍ତ୍ତମାନ ମୋର ଜର୍ଜରିତ।
ମୋର ଦ୍ଵାର ଦେଶ ଦେଇ ଇଂରେଜ ମାନେ କରିଥିଲେ ଓଡ଼ିଶା ଶାସନ
ହୁକିଟୋଲା ବତୀଘର, ବଡ଼ କୋଠା, ଆଳି ଆଉ କନୀକା ପ୍ରସାଦ ଯେ ତାଙ୍କ କର୍ତ୍ତୀମାନ ।
ସୁନ୍ଦର ସୈନ୍ଦର୍ଯ୍ୟମୟୀ ମୁହିଁ ପର୍ଯ୍ୟଟନ ସ୍ଥଳୀରେ ପରିପୂର୍ଣ
ତା'ର ଉନ୍ନତି ନିମନ୍ତେ ନାହିଁ କାହାର ଯେ ଦୃଷ୍ଟି ଆକର୍ଷଣ।
ରଖିଛି ମୁହିଁ ମୋର ପାଖେ ପୃଥିବୀର ଦ୍ଵିତୀୟ ଆମାଜନ
ବିଶ୍ଵରେ ପରିଚିତ ଭିତରକନିକା ଯେ ତା'ର ନାମ ।
ଅଲିଭ ରିଡ଼ଲେ କଇଁଛ ଆଉ ମୋ'ର ବଉଳା କୁମ୍ଭୀର ଜଣିଛି ସଭିଙ୍କର ମନ
ହେଲେ ତା'ଙ୍କ ସୁରକ୍ଷା ପ୍ରତି କାହାର ଯେ ନାହିଁ ମନ ଧ୍ୟାନ।
ବିକାଶର ବାର୍ତ୍ତା ନେଇ କରିଥିଲି ଅବତିର୍ଣ୍ଣ
ସେଥିପାଇଁ ପ୍ରଥମ ପୈାରପାଳିକା ନାମରେ ମୁଁ ର୍ଗବୀତ ।
ମୋର କନିକା ପ୍ରାସାଦରେ ଜଳିଥିଲା ପ୍ରଥମେ ବିଦ୍ୟୁତ ଆଲୋକ
ସେ ଆଲୋକ ପାଇବାକୁ ଏବେ ବି ମୋର ଜିଲ୍ଲାବାସୀ ଯେ ଭିକ୍ଷୁକ।
ସେ ସମୟରେ ଶୁଣି ଥିଲି ପ୍ରଥମେ ଟେଲିଗ୍ରାମର ଭାଷା
ହେଲେ ଆଜି ମୁଁ ପାଉଛି କେତେ ଦୁଃଖ ଆଉ ଦୃଦର୍ଷା ।
କୃଷିପୂର୍ଣ ଜିଲ୍ଲା ମୁହିଁ କୃଷିରେ ଯେ ମୋର ମନ
ଶିଳ୍ପ ନାମେ କାହିଁ ଦେଖାନ୍ତି ମୋତେ ମିଛରେ ସପନ ।
କରିବାର ଥାଏ ଯଦି ମୋ ପାଇଁ କିଛି ଜନତାଙ୍କ ଜନାର୍ଦ୍ଦନ
ଉନ୍ନତି କର ଯେ ମୋର ଶିକ୍ଷା, ସ୍ବାସ୍ଥ୍ୟ ଆଉ ଗମନାଗମନ।।
ଶିକ୍ଷା ଶିକ୍ଷା ପାଇଁ ଯେବେ ଆଜି କାନ୍ଦେ ମୋ ସନ୍ତାନ
ଶିକ୍ଷା କ୍ଷେତ୍ରରେ ନାହିଁ ଯେ ସରକାରଙ୍କ ମୋ ପାଇଁ କିଛି ଅବଦାନ।
ନାହିଁ ମୋର ପାଖେ କିଛି ଗୋଟେ କୃଷି, ସ୍ବାସ୍ଥ୍ୟ କିବା ବୈଷୟିକ ଅନୁଷ୍ଠାନ।।
ଶିକ୍ଷିତ ସନ୍ତାନ ମୋର ଯାଏ ଯେବେ ଖଟିବାକୁ ଦାଦନ
ଫାଟି ଯାଏ ଛାତି ମୋର ଦୁଃଖରେ କରେ ଯେ କମ୍ପନ ।
ମୋ କୋଳରେ ବଢିଛନ୍ତି କେତେ ମୋର ସୁଯୋଗ୍ୟ ସନ୍ତାନ
ଭିକାରି ବଳ, ରବି ରାୟ , ବିଜୁ ବାବୁ ଆଉ ନଳୀନ ଯେ ତାଙ୍କ ସବୁ ନାମ।
ଆଶାକରେ ଭବିଷ୍ୟରେ ପୁଣି ଆସିବେ କେତେ ମୋର ସୁଯୋଗ୍ୟ ସନ୍ତାନ।
ଫେରେଇବେ ମୋର ସେଇ ହୃତ ଗୌରବ ଆଉ ରଖିବେ ଯେ ମୋର ମାନ ।
କବିତା ମାଧ୍ୟମରେ ଲେଖିଲି ମୁଁ କାଟୁଛି କେମିତି ମୋ ଦିନ
ବର୍ତ୍ତମାନ ବିକାଶ ଯେ ସବୁଠାରୁ ବଡ଼ ଗୋଟେ ସ୍ବପ୍ନ।

ଅନନ୍ତ ନାରାୟଣ ସ୍ବାଇଁ 🤣
କେନ୍ଦ୍ରାପଡ଼ା
Comments
Post a Comment